file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05446.wav
ବୁଢ଼ୀ ଜାଣିଲା, ଯେ କେହି କୋଳି ଖାଇ ସାରି ତା’ର କୁକୁଡ଼ାକୁ ଚୋରାଇ ନେଇଛି ।
or
indictts_or_male
5.676
indictts_iitm
neutral
null
null
null
null
audio/or/indictts_or_male_train_odiamale_05447.wav
ତା’ପର ଦିନ ମଧ୍ୟ ବୁଢ଼ୀ ଦେଖିଲା ତଳେ ବରକୋଳି ପତ୍ର ଓ କୋଳି ପଡ଼ିଛି ଏବଂ ଆଉ ଗୋଟିଏ କୁକୁଡ଼ା କମ୍ ଅଛି ।
or
indictts_or_male
7.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05448.wav
ସେଦିନ ରାତିରେ ଚୋରକୁ ଧରିବ ବୋଲି ବୁଢ଼ୀ ରାତିସାରା ଜଗି ବସିଲା ।
or
indictts_or_male
4.519
indictts_iitm
neutral
null
null
null
null
audio/or/indictts_or_male_train_odiamale_05449.wav
ଠିକ୍ ରାତି ଅଧ ବେଳକୁ ବୁଢ଼ୀ ଦେଖିଲା ଗୋଟିଏ କୋକିଶିଆଳି ଧୀରେ ଧୀରେ ବରକୋଳି ଗଛରେ ଚଢ଼ି ପାଚିଲା ବରକୋଳି ଖାଇଲା ।
or
indictts_or_male
8.35
indictts_iitm
neutral
null
null
null
null
audio/or/indictts_or_male_train_odiamale_05450.wav
ତା’ପରେ ଗଛରୁ ଓହ୍ଲାଇ ଆସି ଗଛ ମୂଳେ ଝାଡ଼ା ଫେରିଲା ଓ ଗଛ ଦେହରେ ଜୋରରେ ଘଷିହେଲା ।
or
indictts_or_male
7.406
indictts_iitm
neutral
null
null
null
null
audio/or/indictts_or_male_train_odiamale_05452.wav
ବୁଢ଼ୀ ବାଡ଼ି ଆଣି ତାକୁ ପିଟିବାକୁ ଯିବା ଆଗରୁ କୋକିଶିଆଳି ଛୁ’ ।
or
indictts_or_male
4.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05453.wav
ବୁଢ଼ୀ ଏଥର ଜାଣି ପାରିଲା, ଯେ ପ୍ରକୃତରେ ଏଇ କୋକିଶିଆଳି ହିଁ ଅସଲ ଚୋର ।
or
indictts_or_male
5.047
indictts_iitm
neutral
null
null
null
null
audio/or/indictts_or_male_train_odiamale_05454.wav
ତେଣୁ ବୁଢ଼ୀ ତାକୁ ଭଲକରି ପାନେ ଦେବା ପାଇଁ ଉପାୟ ଚିନ୍ତାକଲା ।
or
indictts_or_male
4.744
indictts_iitm
neutral
null
null
null
null
audio/or/indictts_or_male_train_odiamale_05455.wav
ତା’ପର ଦିନ ବୁଢ଼ୀ ପୁଳାଏ ମୁନିଆଁ କଂଟା ଆଣି ଗଛ ଦେହରେ ଜଡ଼ାଇ ଦେଲା ।
or
indictts_or_male
5.463
indictts_iitm
neutral
null
null
null
null
audio/or/indictts_or_male_train_odiamale_05456.wav
ଗଛ ପାଖରୁ ଅଳ୍ପ ଦୂରରେ ଗୋଟିଏ କୁଣ୍ଡରେ କିଛି ପାଣିରଖି ତା’ ଦେହରେ ଲଙ୍କା ବାଟି ମିଶାଇ ଦେଲା ।
or
indictts_or_male
7.597
indictts_iitm
neutral
null
null
null
null
audio/or/indictts_or_male_train_odiamale_05457.wav
ବୁଢ଼ୀ କୋକିଶିଆଳିର ଆସିବା ବାଟକୁ ଲୁଚି ଜଗି ବସିଲା ।
or
indictts_or_male
4.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05458.wav
ଠିକ୍ ରାତି ଅଧବେଳକୁ କୋକିଶିଆଳି ଆସି ଗଛରେ ଚଢ଼ି ପେଟେ କୋଳି ଖାଇଲା ।
or
indictts_or_male
5.654
indictts_iitm
neutral
null
null
null
null
audio/or/indictts_or_male_train_odiamale_05459.wav
ଗଛରୁ ଓହ୍ଲାଇ ଗଛ ମୂଳରେ ଝାଡ଼ା ଫେରିଲା ଓ ଗଛ ଦେହରେ ଖୁସି ମନରେ ଘସିହେଲା ।
or
indictts_or_male
6.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05460.wav
ବୁଢ଼ୀ ଖଞ୍ଜିଥିବା କଂଟାରେ କୋକିଶିଆଳିର ଦେହ ଚିରି ହୋଇଗଲା ଓ ରକ୍ତ ବୋହିବାକୁ ଲାଗିଲା ।
or
indictts_or_male
6.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05461.wav
କୋକିଶିଆଳି ପ୍ରାଣ ବିକଳରେ ଚାରି ଆଡ଼କୁ ଚାହିଁଲା, ଦେଖିଲା ଗୋଟିଏ କୁଣ୍ଡରେ ପାଣି ଭର୍ତ୍ତି ହୋଇଛି ।
or
indictts_or_male
6.62
indictts_iitm
neutral
null
null
null
null
audio/or/indictts_or_male_train_odiamale_05462.wav
ସେ ପୋଡ଼ାଜଳାରୁ ରକ୍ଷା ପାଇବା ପାଇଁ ସେହି ପାଣିକୁଣ୍ଡ ଭିତରେ ପଶିଗଲା ।
or
indictts_or_male
4.463
indictts_iitm
neutral
null
null
null
null
audio/or/indictts_or_male_train_odiamale_05463.wav
ତା’ ଦେହରେ ଲଙ୍କା ପାଣି ଲାଗି ଆହୁରି ଜୋରରେ ପୋଡ଼ାଜଳା କଲା ।
or
indictts_or_male
4.182
indictts_iitm
neutral
null
null
null
null
audio/or/indictts_or_male_train_odiamale_05464.wav
କୋକିଶିଆଳି ତଳେ ପଡ଼ି ବାପାଲୋ ମାଆଲୋ ବୋଲି ଚିତ୍କାର କଲା ।
or
indictts_or_male
4.46
indictts_iitm
neutral
null
null
null
null
audio/or/indictts_or_male_train_odiamale_05465.wav
କୋକିଶିଆଳିର ଏ ଅବସ୍ଥା ଦେଖି ବୁଢ଼ୀ ତାକୁ ପିଟିବ ବୋଲି ବାଡ଼ି ଖୋଜିଲା, କିନ୍ତୁ ପାଇଲା ନାହିଁ ।
or
indictts_or_male
6.036
indictts_iitm
neutral
null
null
null
null
audio/or/indictts_or_male_train_odiamale_05466.wav
ତା’ ସାମ୍ନାରେ ଗୋଟିଏ ଦହିହାଣ୍ଡି ଥିଲା, ବୁଢ଼ୀ ସେ ଦହିହାଣ୍ଡିଟାକୁ ରାଗରେ ଉଠାଇ କୋକିଶିଆଳି ଉପରକୁ ଫିଙ୍ଗିଦେଲା ।
or
indictts_or_male
7.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05467.wav
କୋକିଶିଆଳି ଛାନିଆରେ ଦଉଡ଼ି ପଳାଇବା ବେଳକୁ ଦହିହାଣ୍ଡିଟା ତା’ ଲାଞ୍ଜର ଅଗ୍ରଭାଗରେ ଢାଳି ହୋଇଗଲା ।
or
indictts_or_male
6.687
indictts_iitm
neutral
null
null
null
null
audio/or/indictts_or_male_train_odiamale_05468.wav
ସେହିଦିନ ଠାରୁ କୋକିଶିଆଳିର ଲାଞ୍ଜଟା ଆଜିଯାଏଁ ଧଳାହୋଇ ରହିଛି ।
or
indictts_or_male
5.134
indictts_iitm
neutral
null
null
null
null
audio/or/indictts_or_male_train_odiamale_05469.wav
ଜଣେ ଚୋର ଥିଲା, ମୃତ୍ୟୁ ସମୟ ନିକଟ ହୋଇଆସିବାରୁ ସେ ତା’ ପୁଅକୁ ନିକଟକୁ ଡାକିଲା ।
or
indictts_or_male
6.564
indictts_iitm
neutral
null
null
null
null
audio/or/indictts_or_male_train_odiamale_05470.wav
ପୁଅକୁ ବୁଝାଇ କହିଲା ଚୋରି କରିବା ସମୟରେ କୌଣସି ଧର୍ମସ୍ଥଳୀ ବା ଧର୍ମଶାଳା ଭିତରେ ପଶିବୁ ନାହିଁ ।
or
indictts_or_male
7.305
indictts_iitm
neutral
null
null
null
null
audio/or/indictts_or_male_train_odiamale_05471.wav
ଯଦି ଧରାପଡ଼ୁ, ଯେତେ ପିଟାପିଟି କଲେ ମଧ୍ୟ କୌଣସି ପରିସ୍ଥିତିରେ ଦୋଷ ସ୍ୱୀକାର କରିବୁ ନାହିଁ ।
or
indictts_or_male
7.238
indictts_iitm
neutral
null
null
null
null
audio/or/indictts_or_male_train_odiamale_05472.wav
ଏହାର କିଛି ଦିନପରେ ଚୋରଟି ମରିଗଲା ଓ ପୁଅ ତା’ ବାପା ଭଳି ପ୍ରାୟତଃ ଚୋରି କଲା ।
or
indictts_or_male
7.069
indictts_iitm
neutral
null
null
null
null
audio/or/indictts_or_male_train_odiamale_05473.wav
ଦିନେ ଚୋରି କରିବା ସମୟରେ ଧରାପଡ଼ିଲା, ମାତ୍ର ଖସି ପଳାଇବା ସମୟରେ ରାସ୍ତାରେ ଏକ ଧର୍ମଶାଳା ପଡ଼ିଲା ।
or
indictts_or_male
8.181
indictts_iitm
neutral
null
null
null
null
audio/or/indictts_or_male_train_odiamale_05474.wav
ପିତାଙ୍କର ମୃତ୍ୟୁକାଳୀନ ଉପଦେଶ ମନକୁ ଆସିଲା, କୌଣସି ଧର୍ମଶାଳାରେ ପ୍ରବେଶ କରିବୁନାହିଁ ।
or
indictts_or_male
6.44
indictts_iitm
neutral
null
null
null
null
audio/or/indictts_or_male_train_odiamale_05475.wav
ନିକଟରେ ଗ୍ରାମର ପହରାଦାର ଓ ଘରମାଲିକ ପିଛା କରୁଥାନ୍ତି, ଅନ୍ୟ ଉପାୟ ନ ଦେଖି ସେ ସେହି ଧର୍ମଶାଳା ଭିତରେ ପଶିଗଲା ।
or
indictts_or_male
9.248
indictts_iitm
neutral
null
null
null
null
audio/or/indictts_or_male_train_odiamale_05476.wav
ଧର୍ମଶାଳାରେ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥାଏ ।
or
indictts_or_male
3.025
indictts_iitm
neutral
null
null
null
null
audio/or/indictts_or_male_train_odiamale_05477.wav
ଧର୍ମକଥା ନ ଶୁଣିବା ନିମନ୍ତେ ସେ ଦୁଇ କାନରେ ଆଙ୍ଗୁଠି ଦେଇଦେଲା ।
or
indictts_or_male
4.912
indictts_iitm
neutral
null
null
null
null
audio/or/indictts_or_male_train_odiamale_05478.wav
ତଥାପି ପ୍ରବଚକଙ୍କର ଗୋଟିଏ ଧାଡ଼ି ତା’ କାନରେ ପଡ଼ିଲା, ଯେ ଦେବଦେବୀଙ୍କର ଛାୟା ଭୂମିରେ ପଡ଼େ ନାହିଁ ।
or
indictts_or_male
7.979
indictts_iitm
neutral
null
null
null
null
audio/or/indictts_or_male_train_odiamale_05479.wav
ତାକୁ ଖୋଜୁଥିବା ପହରାଦାର ଜାଣିବାକୁ ପାଇଲେ, ଯେ ଚୋରଟି ଏହି ଧର୍ମଶାଳାରେ ଆଶ୍ରୟ ନେଇଛି ।
or
indictts_or_male
6.103
indictts_iitm
neutral
null
null
null
null
audio/or/indictts_or_male_train_odiamale_05480.wav
ଚୋର ଧରାଗଲା, ପ୍ରହରୀମାନେ ଦୋଷ ସ୍ୱୀକାର ନିମିତ୍ତ ନିସ୍ତୁକ ପିଟିଲେ ।
or
indictts_or_male
5.137
indictts_iitm
neutral
null
null
null
null
audio/or/indictts_or_male_train_odiamale_05481.wav
ଯେତେ ମାଡ଼ ଖାଇଲେ ମଧ୍ୟ ଚୋରଟି ନିଜ ଦୋଷ ସ୍ୱୀକାର କଲା ନାହିଁ ।
or
indictts_or_male
5.025
indictts_iitm
neutral
null
null
null
null
audio/or/indictts_or_male_train_odiamale_05482.wav
ସେହି ରାଜ୍ୟର ନିୟମ ଥିଲା ଯେ ଅଭିଯୁକ୍ତ ଦୋଷ ସ୍ୱୀକାର ନ କଲେ ତାକୁ ଦଣ୍ଡିତ କରାଯାଇ ପାରିବ ନାହିଁ ।
or
indictts_or_male
6.867
indictts_iitm
neutral
null
null
null
null
audio/or/indictts_or_male_train_odiamale_05483.wav
ରାଜାଙ୍କ ସମ୍ମୁଖରେ ତାକୁ ହାଜର କରାଗଲା ।
or
indictts_or_male
3.227
indictts_iitm
neutral
null
null
null
null
audio/or/indictts_or_male_train_odiamale_05484.wav
ରାଜାଙ୍କ ଆଗରେ ପ୍ରହରୀମାନେ ତାକୁ ପୁନଶ୍ଚ ଖୁବ୍ ପିଟିଲେ, ତଥାପି ଅଭିଯୁକ୍ତ ଦୋଷ ସ୍ୱୀକାର କଲା ନାହିଁ ।
or
indictts_or_male
7.283
indictts_iitm
neutral
null
null
null
null
audio/or/indictts_or_male_train_odiamale_05485.wav
ତହୁଁ ରାଜା ଚୋର ଧରିବା ପାଇଁ ଏକ କୌଶଳ ଅବଲମ୍ବନ କଲେ ।
or
indictts_or_male
4.8
indictts_iitm
neutral
null
null
null
null
audio/or/indictts_or_male_train_odiamale_05486.wav
ରାଜା ଜାଣିଥିଲେ, ଯେ ଚୋର ଡକାୟତମାନେ ଦେବୀଭକ୍ତ ।
or
indictts_or_male
4.598
indictts_iitm
neutral
null
null
null
null
audio/or/indictts_or_male_train_odiamale_05487.wav
ଜଣେ ସ୍ତ୍ରୀଲୋକଙ୍କୁ ଦୁର୍ଗାବେଶରେ ସଜ୍ଜିତ କରାଗଲା ।
or
indictts_or_male
3.868
indictts_iitm
neutral
null
null
null
null
audio/or/indictts_or_male_train_odiamale_05488.wav
ରାତିରେ ଚୋରଟି ରହୁଥିବା କୋଠରୀ ନିକଟକୁ ଦୁର୍ଗାରୂପୀ ସ୍ତ୍ରୀଲୋକଟି ଗଲା ।
or
indictts_or_male
5.204
indictts_iitm
neutral
null
null
null
null
audio/or/indictts_or_male_train_odiamale_05489.wav
ପ୍ରତ୍ୟହ ଜେଲ କୋଠରୀ ଅନ୍ଧକାର ରହୁଥିଲେ ମଧ୍ୟ ସେଦିନ ଏକ ଦୀପ ଜଳାଯାଇଥିଲା ।
or
indictts_or_male
6.238
indictts_iitm
neutral
null
null
null
null
audio/or/indictts_or_male_train_odiamale_05490.wav
ସ୍ତ୍ରୀ ରୂପୀ ଦୁର୍ଗା ସେହି କୋଠରୀ ଭିତରକୁ ଯାଇ କହିଲେ, ବତ୍ସ, ତୁ ମୋତେ ସ୍ମରଣ କଲୁ, ଚୋରି ସ୍ୱୀକାର ନକରି ତୁ ଖୁବ୍ ଭଲ କରିଛୁ ।
or
indictts_or_male
9.608
indictts_iitm
neutral
null
null
null
null
audio/or/indictts_or_male_train_odiamale_05491.wav
କିନ୍ତୁ ମୋତେ ସତସତ କହ, ମୁଁ ତୋତେ ଏହି ବନ୍ଦୀଶାଳରୁ ମୁକ୍ତି କରିଦେବି ।
or
indictts_or_male
5.07
indictts_iitm
neutral
null
null
null
null
audio/or/indictts_or_male_train_odiamale_05492.wav
ଦେବୀଭକ୍ତ ଚୋର ଆପଣା ଇଷ୍ଟଦେବୀଙ୍କୁ ସମ୍ମୁଖରେ ଦେଖି ଆତ୍ମହରା ହୋଇ ପାଦତଳେ ପଡ଼ିଗଲା ।
or
indictts_or_male
6.968
indictts_iitm
neutral
null
null
null
null
audio/or/indictts_or_male_train_odiamale_05493.wav
ମନେମନେ ଭାବିଲା, ମା’ଙ୍କୁ ମୁଁ ସବୁ ସତକଥା କହିଦେବି ।
or
indictts_or_male
4.216
indictts_iitm
neutral
null
null
null
null
audio/or/indictts_or_male_train_odiamale_05494.wav
ଏହି ସମୟରେ ସତ୍ସଙ୍ଗରେ ଅନିଚ୍ଛାବଶତଃ ଶୁଣିଥିବା ବାଣୀ ହଠାତ୍ ତା’ର ମନକୁ ଆସିଲା, ଯେ ଦେବଦେବୀଙ୍କର ଛାଇ ଭୂମିରେ ପଡ଼େ ନାହିଁ ।
or
indictts_or_male
9.293
indictts_iitm
neutral
null
null
null
null
audio/or/indictts_or_male_train_odiamale_05495.wav
ସ୍ତ୍ରୀ ରୂପୀ ଦୁର୍ଗାଙ୍କର ଛାଇ ପଡ଼ିଥିବା ଦେଖି ସେ ଜାଣିଗଲା ଯେ ଏହା ଏକ କୌଶଳ ।
or
indictts_or_male
5.609
indictts_iitm
neutral
null
null
null
null
audio/or/indictts_or_male_train_odiamale_05496.wav
ସତ କହୁକହୁ ଚୋର ନିଜକୁ ଆୟତ୍ତ କରିନେଇ କହିଲା, ମା’ ମୁଁ ଚୋରି କରିନାହିଁ ।
or
indictts_or_male
5.777
indictts_iitm
neutral
null
null
null
null
audio/or/indictts_or_male_train_odiamale_05497.wav
ଯଦି ଚୋରି କରିଥାନ୍ତି ଆପଣଙ୍କ ନିକଟରେ ନିଶ୍ଚୟ ସ୍ୱୀକାର କରିଥାନ୍ତି ।
or
indictts_or_male
5.171
indictts_iitm
neutral
null
null
null
null
audio/or/indictts_or_male_train_odiamale_05498.wav
ବାହାରେ ଥିବା କଟୁଆଳ ଏହା ଶୁଣିପାରି ରାଜାଙ୍କୁ ସବୁକଥା କହିଲା ।
or
indictts_or_male
4.842
indictts_iitm
neutral
null
null
null
null
audio/or/indictts_or_male_train_odiamale_05499.wav
ରାଜା ଅନୁମାନ କରିନେଲେ ପ୍ରକୃତରେ ଏ ଚୋର ନୁହେଁ ।
or
indictts_or_male
3.705
indictts_iitm
neutral
null
null
null
null
audio/or/indictts_or_male_train_odiamale_05500.wav
ଚୋର ଜେଲ୍ ରୁ ମୁକୁଳିବା ସହ ଫାଶୀଦଣ୍ଡରୁ ମୁକ୍ତି ପାଇଲା ।
or
indictts_or_male
4.574
indictts_iitm
neutral
null
null
null
null
audio/or/indictts_or_male_train_odiamale_05501.wav
ମନେମନେ ଭାବିଲା ସତ୍ସଙ୍ଗରେ ଗୋଟିଏ ମାତ୍ର ବାକ୍ୟ ଶୁଣି ମୁଁ ଫାଶୀରୁ ବଂଚିଗଲି ।
or
indictts_or_male
6.028
indictts_iitm
neutral
null
null
null
null
audio/or/indictts_or_male_train_odiamale_05502.wav
ସେହି ମାର୍ଗକୁ ଆପଣେଇନେଲେ ଜୀବନରେ କି ପ୍ରକାର ଉନ୍ନତି ନହେବ ।
or
indictts_or_male
4.682
indictts_iitm
neutral
null
null
null
null
audio/or/indictts_or_male_train_odiamale_05503.wav
ସେହିଦିନଠାରୁ ଚୋରୀ ପେସା ଛାଡ଼ି ଚୋରଟି ପ୍ରଭୁଙ୍କ ଭଜନକୀର୍ତ୍ତନ ଓ ସତ୍ସଙ୍ଗରେ ମନୋନିବେଶ କଲା ।
or
indictts_or_male
8.053
indictts_iitm
neutral
null
null
null
null
audio/or/indictts_or_male_train_odiamale_05504.wav
ଏକଦା ରାଜା ଶିକାର କରିବାକୁ ବାହାରିଲେ, ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ ।
or
indictts_or_male
6.443
indictts_iitm
neutral
null
null
null
null
audio/or/indictts_or_male_train_odiamale_05505.wav
ଜଙ୍ଗଲ ଟିକେ ଦୂରରେ ଥିଲା, ରାଜାଙ୍କୁ ଭାରି ଶୋଷ ଲାଗିଲା ।
or
indictts_or_male
4.535
indictts_iitm
neutral
null
null
null
null
audio/or/indictts_or_male_train_odiamale_05506.wav
ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡ଼ିଆ, କୁଡ଼ିଆ ବାହାରେ ପାଣି ମାଠିଆଟିଏ ଥିଲା ।
or
indictts_or_male
6.125
indictts_iitm
neutral
null
null
null
null
audio/or/indictts_or_male_train_odiamale_05507.wav
ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ ।
or
indictts_or_male
3.328
indictts_iitm
neutral
null
null
null
null
audio/or/indictts_or_male_train_odiamale_05508.wav
ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ, ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗି ଆଣ ।
or
indictts_or_male
5.132
indictts_iitm
neutral
null
null
null
null
audio/or/indictts_or_male_train_odiamale_05509.wav
ସୈନ୍ୟ ସୁରଦାସଙ୍କ ନିକଟକୁ ଯାଇ କହିଲା, ରେ ଅନ୍ଧ, ପାଣି ଦେଲୁ ।
or
indictts_or_male
5.295
indictts_iitm
neutral
null
null
null
null
audio/or/indictts_or_male_train_odiamale_05510.wav
ସୁରଦାସ କହିଲେ, ତୁ ଏଠାରୁ ଚାଲିଯା, ତୋତେ ପାଣି ମିଳିବ ନାହିଁ ।
or
indictts_or_male
4.561
indictts_iitm
neutral
null
null
null
null
audio/or/indictts_or_male_train_odiamale_05511.wav
ସୈନ୍ୟ ଖାଲି ହାତରେ ଫେରିଆସିବା ଦେଖି ସେନାପତି ଗଲେ ସୁରଦାସଙ୍କ ନିକଟକୁ ।
or
indictts_or_male
5.905
indictts_iitm
neutral
null
null
null
null
audio/or/indictts_or_male_train_odiamale_05512.wav
ସେ ମଧ୍ୟ ସେହିପରି ଅହଂଭରା ଆଚରଣ ପ୍ରଦର୍ଶନ କରି ପାଣି ମାଗିଲେ ।
or
indictts_or_male
4.964
indictts_iitm
neutral
null
null
null
null
audio/or/indictts_or_male_train_odiamale_05513.wav
ସୁରଦାସ ସେନାପତିଙ୍କୁ ବି ପାଣି ନ ଦେଇ ଫେରାଇ ଦେଲେ ।
or
indictts_or_male
3.795
indictts_iitm
neutral
null
null
null
null
audio/or/indictts_or_male_train_odiamale_05514.wav
ଶେଷରେ ରାଜା ନିଜେ ଗଲେ ସୁରଦାସଙ୍କ ନିକଟକୁ, କହିଲେ, ବାବା ଭାରି ଶୋଷ ଲାଗୁଛି, ମୁନ୍ଦିଏ ପାଣି ଯଦି ମିଳନ୍ତା ।
or
indictts_or_male
7.897
indictts_iitm
neutral
null
null
null
null
audio/or/indictts_or_male_train_odiamale_05515.wav
ରାଜାଙ୍କ କଥା ଶେଷ ହେବା ପୂର୍ବରୁ ସୁରଦାସ କହିଲେ, ରାଜନ୍, ଆପଣ ଏ ମାଠିଆରୁ ମନଭରି ପାଣି ପିଅନ୍ତୁ ।
or
indictts_or_male
7.192
indictts_iitm
neutral
null
null
null
null
audio/or/indictts_or_male_train_odiamale_05516.wav
ଆଉ ଯଦି କୌଣସି ଜିନିଷ ଆବଶ୍ୟକ ତେବେ କୁହନ୍ତୁ ।
or
indictts_or_male
3.654
indictts_iitm
neutral
null
null
null
null
audio/or/indictts_or_male_train_odiamale_05517.wav
ରାଜା ପାଣି ପିଇସାରି ପଚାରିଲେ, ବାବା, ଆପଣ ତ’ ଦେଖି ପାରୁ ନାହାଁନ୍ତି, ତଥାପି ମୋତେ କିପରି ଚିହ୍ନିପାରିଲେ ।
or
indictts_or_male
6.839
indictts_iitm
neutral
null
null
null
null
audio/or/indictts_or_male_train_odiamale_05518.wav
ସୁରଦାସ କହିଲେ, ରାଜନ୍, କଥାରୁ ଓ ଆଚରଣରୁ ବ୍ୟକ୍ତିର ଶ୍ରେଷ୍ଠତା ସମ୍ପର୍କରେ ଜଣାପଡ଼ିଯାଏ ।
or
indictts_or_male
6.882
indictts_iitm
neutral
null
null
null
null
audio/or/indictts_or_male_train_odiamale_05519.wav
ଯେଉଁ ସମୟରେ ଆଠଗଡ଼ ରାଜାଙ୍କର ଖୁବ୍ ପ୍ରତିପତ୍ତି ତଥା ସୁନାମ ଥିଲା, ସେହି ସମୟରେ ଉପଦେଷ୍ଟାଙ୍କର ସୁଖ୍ୟାତି କଥା କହିଲେ ନସରେ ।
or
indictts_or_male
10.089
indictts_iitm
neutral
null
null
null
null
audio/or/indictts_or_male_train_odiamale_05520.wav
ଚତୁର ବ୍ୟଙ୍ଗକାର ଥିଲେ ଜଣେ ଖୁବ୍ ନାମକରା କବିରାଜ ବା ବୈଦ୍ୟରାଜ ।
or
indictts_or_male
5.362
indictts_iitm
neutral
null
null
null
null
audio/or/indictts_or_male_train_odiamale_05521.wav
ଏହା ସହିତ ରାଜାଙ୍କ ଦରବାରରେ ସେ ଥିଲେ ଜଣେ ଶ୍ରେଷ୍ଠ ଉପଦେଷ୍ଟା ।
or
indictts_or_male
5.449
indictts_iitm
neutral
null
null
null
null
audio/or/indictts_or_male_train_odiamale_05522.wav
ଏହା ଯେଉଁ ସମୟର କଥା, ସେ ସମୟରେ ଯାତାୟାତ ନିମନ୍ତେ ସୁଖପ୍ରଦ ରାସ୍ତାଘାଟ ନଥିଲା, କି ନଥିଲା ଗାଡ଼ି ମୋଟର ।
or
indictts_or_male
8.377
indictts_iitm
neutral
null
null
null
null
audio/or/indictts_or_male_train_odiamale_05523.wav
କେଉଁ ସ୍ଥାନକୁ ଯିବାକୁ ପଡ଼ିଲେ ଉଚ୍ଚ ସମ୍ମାନୀୟ ବ୍ୟକ୍ତିମାନେ ଅଶ୍ୱ ସାହାଯ୍ୟରେ ଯା’ଆସ କରୁଥିଲେ ।
or
indictts_or_male
7.092
indictts_iitm
neutral
null
null
null
null
audio/or/indictts_or_male_train_odiamale_05524.wav
ଓଡ଼ିଶାର ଉପଦେଷ୍ଟାମାନେ ସିନା ବିଦ୍ୟାବୁଦ୍ଧିରେ ଉନ୍ନତ, ହେଲେ ଧନ କ୍ଷେତ୍ରରେ ସେମାନେ ସର୍ବଦା ଦରିଦ୍ରତା ମଧ୍ୟରେ ସମୟ ଅତିବାହିତ କରୁଥିଲେ ।
or
indictts_or_male
9.436
indictts_iitm
neutral
null
null
null
null
audio/or/indictts_or_male_train_odiamale_05525.wav
ସେଦିନ ଧନହୀନ ଚତୁର ବ୍ୟଙ୍ଗକାର ସାଥିରେ ଖୁବ୍ ବଳିଷ୍ଠ ଚେହେରାର ସେବାକାରୀ ମକରାକୁ ସାଥିରେ ଧରି ତୀର୍ଥ ଭ୍ରମଣରେ ବାହାରି ପଡ଼ିଲେ ।
or
indictts_or_male
10.019
indictts_iitm
neutral
null
null
null
null
audio/or/indictts_or_male_train_odiamale_05526.wav
ମକରା ଯେପରି ଶକ୍ତିରେ ବଳୁଆ ସେପରି ମୂର୍ଖଟାଏ ମଧ୍ୟ ।
or
indictts_or_male
4.185
indictts_iitm
neutral
null
null
null
null
audio/or/indictts_or_male_train_odiamale_05527.wav
ନାଇଁ ମାମୁଁ ଠାରୁ କଣା ମାମୁଁ ଭଲ ସଦୃଶ ମକରାକୁ ଉପଦେଷ୍ଟା ସାଥିରେ ଧରି ତୀର୍ଥ ଯିବା ପାଇଁ ବାହାରିଲେ ।
or
indictts_or_male
7.001
indictts_iitm
neutral
null
null
null
null
audio/or/indictts_or_male_train_odiamale_05528.wav
ତାଙ୍କ ଯିବା ବାଟରେ ପଡ଼ିଲା ଅନେକ ଅରଣ୍ୟ, ପାହାଡ଼, ପର୍ବତ, ନଦୀ, ନାଳ, ଓ ଝରଣା ।
or
indictts_or_male
6.93
indictts_iitm
neutral
null
null
null
null
audio/or/indictts_or_male_train_odiamale_05529.wav
ଉପଦେଷ୍ଟା ଓ ମକରା ସେସବୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପଥ ଅତିକ୍ରମ କରୁ ଥାଆନ୍ତି ।
or
indictts_or_male
7.611
indictts_iitm
neutral
null
null
null
null
audio/or/indictts_or_male_train_odiamale_05530.wav
ସେ ଥିଲା ବୃନ୍ଦାବନ ଯିବାର ରାସ୍ତା, ପାଦ ଚଲା ରାସ୍ତାରେ ଯିବାକୁ ହେଉଛି, କେତେ ଦିନ ଯେ ଲାଗିବ କିଛି କହିହେବ ନାହିଁ ।
or
indictts_or_male
8.416
indictts_iitm
neutral
null
null
null
null
audio/or/indictts_or_male_train_odiamale_05531.wav
ସାଥିରେ ମଧ୍ୟ ସେଦିନ କେହି ବୃନ୍ଦାବନ ଯିବାର ଯାତ୍ରୀ ମିଳି ନାହାଁନ୍ତି ।
or
indictts_or_male
4.932
indictts_iitm
neutral
null
null
null
null
audio/or/indictts_or_male_train_odiamale_05532.wav
ଚାଲି ଚାଲି ପାଦ ଥକି ପଡ଼ିବାରୁ ଉପଦେଷ୍ଟା କହିଲେ ବାବା ଅବୋଲକରା, ଏହିଠାରେ ଏକ ଶିବ ମନ୍ଦିର ଅଛି ।
or
indictts_or_male
7.519
indictts_iitm
neutral
null
null
null
null
audio/or/indictts_or_male_train_odiamale_05533.wav
ଶିବ ମନ୍ଦିର ପାର୍ଶ୍ଵରେ ପାନ୍ଥଶାଳା, ସୁନ୍ଦର ପୁଷ୍କରିଣୀ, ଏହିଠାରେ ଆମେ ବିଶ୍ରାମ ନେବା ଉଚିତ ।
or
indictts_or_male
6.484
indictts_iitm
neutral
null
null
null
null
audio/or/indictts_or_male_train_odiamale_05534.wav
ମୁଁ ଯାଉଛି, ମୋର ନିତ୍ୟକର୍ମ ସାରିବି, ତୁମେ ଯେତେ ଶୀଘ୍ର ଯାଇ ହାଟରୁ କିଛି ତଣ୍ଡୁଳ, ମୁଗ ଜାଇ, ସାରୁ, ବାଇଗଣ, କଦଳୀ ଓ ମାଟିଆଳୁ ଧରି ଆସ ।
or
indictts_or_male
10.313
indictts_iitm
neutral
null
null
null
null
audio/or/indictts_or_male_train_odiamale_05535.wav
ଉପଦେଷ୍ଟାଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ଅବୋଲକରା ହାଟରୁ ସଉଦା ଆଣିବା ଉଦ୍ଦେଶ୍ୟରେ ହାଟକୁ ଚାଲିଗଲା ।
or
indictts_or_male
6.842
indictts_iitm
neutral
null
null
null
null
audio/or/indictts_or_male_train_odiamale_05536.wav
ହାଟକୁ ଯିବା ରାସ୍ତାରେ ଅବୋଲକରା ଅନେକ ବାଟ ଚାଲି ଯାଇଛି, ଯିବା ପଥ ମଧ୍ୟରେ ସେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଛି ।
or
indictts_or_male
8.026
indictts_iitm
neutral
null
null
null
null
audio/or/indictts_or_male_train_odiamale_05537.wav
ଆଉ ତାହା ମଧ୍ୟରେ ଦେଖି ନେଇଛି ଏକ ଅପୂର୍ବ ସୌନ୍ଦର୍ଯ୍ୟର ରାଜବାଟୀ ।
or
indictts_or_male
4.488
indictts_iitm
neutral
null
null
null
null
audio/or/indictts_or_male_train_odiamale_05538.wav
ଅବୋଲକରା ଘଡ଼ିଏ କାଳ ସେହି ରାଜବାଟୀର ସୌନ୍ଦର୍ଯ୍ୟ ଦେଖିବାରେ ଲାଗିଲା ।
or
indictts_or_male
4.459
indictts_iitm
neutral
null
null
null
null
audio/or/indictts_or_male_train_odiamale_05539.wav
ରାଜବାଟୀର ତୋରଣ ଉପରେ ଗୋଟିଏ ସୁବର୍ଣ୍ଣର ପଦ୍ମଫୁଲ ଖଂଜା ଯାଇଛି ।
or
indictts_or_male
5.082
indictts_iitm
neutral
null
null
null
null
audio/or/indictts_or_male_train_odiamale_05540.wav
ସେହି ପଦ୍ମଫୁଲଟି ଏପରି ସୁନ୍ଦର, ଯେ ଅବୋଲକରା ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।
or
indictts_or_male
5.802
indictts_iitm
neutral
null
null
null
null
audio/or/indictts_or_male_train_odiamale_05541.wav
ସଉଦା ଆଣିବା ପରିବର୍ତେ ସେ ଶୂନ୍ୟ ହସ୍ତରେ ଉପଦେଷ୍ଟାଙ୍କ ପାଖକୁ ଫେରିଆସିଲା ।
or
indictts_or_male
5.696
indictts_iitm
neutral
null
null
null
null
audio/or/indictts_or_male_train_odiamale_05542.wav
ଉପଦେଷ୍ଟା ଅବୋଲକରାର ଏପରି ଧଇଁ ସଇଁ ଅବସ୍ଥା ଦେଖି ପଚାରିଲେ, କିରେ ଅବୋଲକରା, ହାତରେ ତୋର ସଉଦା ନାହିଁ, ଫେରି ଆସିଲୁ କାହିଁକି ।
or
indictts_or_male
8.821
indictts_iitm
neutral
null
null
null
null
audio/or/indictts_or_male_train_odiamale_05543.wav
ସେ ଦେଖିଲେ ମକରାଟା ଏକଜିଦିଆ, ଥରେ ତା’ ମନକୁ ଯାହା ଆସିଛି, ତା’ର ସମାଧାନ ନ ପାଇବା ଯାଏଁ ସେ ନଛାଡ଼େ ବନ୍ଧା ।
or
indictts_or_male
8.259
indictts_iitm
neutral
null
null
null
null
audio/or/indictts_or_male_train_odiamale_05544.wav
ସେ ଯାହା ବୁଝିଥିବ ସେୟା, କେବଳ ଜଣେ ମାତ୍ର ଲୋକ ଉପଦେଷ୍ଟା ଯାହା ବୁଝାଇ ଦେବେ ଅବୋଲକରା ସେହିଥିରେ ସନ୍ତୁଷ୍ଟ ।
or
indictts_or_male
8.106
indictts_iitm
neutral
null
null
null
null
audio/or/indictts_or_male_train_odiamale_05545.wav
ତାହା ନହେଲେ ଅବୋଲକରାକୁ କଥାରେ କିଏ ବାନ୍ଧି ରଖିବ ।
or
indictts_or_male
3.877
indictts_iitm
neutral
null
null
null
null
audio/or/indictts_or_male_train_odiamale_05546.wav
ବୋକାକୁ ଯେପରି ହେଉ ବୁଝାଇ ଦେବାକୁ ହେବ ନ ହେଲେ ଏ ଜିଦ୍ ଖୋର୍ ଅବୋଲକରା ନିଜ ଜିଦ୍ ରେ ଅଟକିଯିବ ।
or
indictts_or_male
7.452
indictts_iitm
neutral
null
null
null
null