file_name
stringlengths
36
59
text
stringlengths
9
449
lang
stringclasses
12 values
speaker_id
stringclasses
26 values
duration
float64
1.5
29.8
source
stringclasses
2 values
emotion
stringclasses
1 value
domain
float64
snr_db
float64
22.5
60
⌀
silence_ratio
float64
0.1
0.35
⌀
clipping_ratio
float64
0
0
⌀
audio/or/indictts_or_male_train_odiamale_05547.wav
ତହୁଁ ସେ ଅବୋଲକରାକୁ କହିଲେ, ହେଲା ବାବା, ତୋତେ ତୋ ପ୍ରଶ୍ନର ଉତ୍ତର ମିଳିଯିବ, ହେଲେ ସଂନ୍ଧ୍ୟା କାର୍ଯ୍ୟଟି ମୁଁ ପ୍ରଥମେ ସାରିଦିଏ ।
or
indictts_or_male
8.27
indictts_iitm
neutral
null
null
null
null
audio/or/indictts_or_male_train_odiamale_05548.wav
ମୋର ଏହି ସଂନ୍ଧ୍ୟା କରିବା ମଧ୍ୟରେ ତୁ ଯାଇ ଚୁଲାଟିଏ ଖୋଳି ଦେଇଥା ।
or
indictts_or_male
4.703
indictts_iitm
neutral
null
null
null
null
audio/or/indictts_or_male_train_odiamale_05549.wav
ଏହା ପରେ ଅବୋଲକରା ଖୁସି ହୋଇଯାଇ ସଙ୍ଗେ ସଙ୍ଗେ ଯାଇ ଚୁଲା ଖୋଳିବା କାର୍ଯ୍ୟରେ ଲାଗିଗଲା ।
or
indictts_or_male
5.615
indictts_iitm
neutral
null
null
null
null
audio/or/indictts_or_male_train_odiamale_05550.wav
ଉପଦେଷ୍ଟା ସଂନ୍ଧ୍ୟା କାର୍ଯ୍ୟ ଶେଷକରି ଦୀପଟିଏ ଲଗାଇ ଦେଲେ ମୁଣାରେ ଥିବା ଆଳୁ, ଜାଇ, ଚାଉଳ ଯାହା ଥିଲା ସେସବୁ ବାହାର କଲେ ।
or
indictts_or_male
8.876
indictts_iitm
neutral
null
null
null
null
audio/or/indictts_or_male_train_odiamale_05551.wav
ତା’ପରେ କହିଲେ ଯାହାଅଛି ଆଜି ସେହିଥିରେ ଚଳାଇ ଦେବା, ଏବେ ଗୋଡ଼ ହାତ ଧୋଇ ମୋ ପାଖରେ ଆସି ବସ ।
or
indictts_or_male
7.13
indictts_iitm
neutral
null
null
null
null
audio/or/indictts_or_male_train_odiamale_05552.wav
ରୋଷେଇ କରିବା ମଧ୍ୟରେ ମୁଁ ତୋତେ ସେହି ରାଜବାଟୀର ତୋରଣ ଉପରେ ଥିବା ସୁବର୍ଣ୍ଣ ପଦ୍ମଫୁଲ ବିଷୟରେ ବୁଝେଇ ଦେବି ।
or
indictts_or_male
7.781
indictts_iitm
neutral
null
null
null
null
audio/or/indictts_or_male_train_odiamale_05553.wav
ତା’ଙ୍କ ମୁଖରୁ ଏ କଥା ଶୁଣି ଅବୋଲକରା ଖୁସି ହୋଇଗଲା ।
or
indictts_or_male
3.713
indictts_iitm
neutral
null
null
null
null
audio/or/indictts_or_male_train_odiamale_05554.wav
ସେ ଆଉ କାଳ ବିଳମ୍ବ ନକରି ଚୁଲା ଖୋଳା କାର୍ଯ୍ୟ ସମାପ୍ତ କରି ଗୋଡ଼ ହାତ ଧୋଇ ଉପଦେଷ୍ଟାଙ୍କ ପାଦ ତଳେ ପ୍ରଣାମ କଲା ।
or
indictts_or_male
7.755
indictts_iitm
neutral
null
null
null
null
audio/or/indictts_or_male_train_odiamale_05555.wav
ସେ ଉପଦେଷ୍ଟାଙ୍କ ଲାଗି ଆସନ ସଜାଡ଼ି ଦେଇ ଅନ୍ୟ ଏକ ଆସନରେ ନିଜେ ଯାଇ ବସି ପଡ଼ିଲା ।
or
indictts_or_male
5.682
indictts_iitm
neutral
null
null
null
null
audio/or/indictts_or_male_train_odiamale_05556.wav
ଉପଦେଷ୍ଟା ସଂନ୍ଧ୍ୟା ସାରି ଅବୋଲକରା ପକାଇଥିବା ଆସନରେ ବସି ପଡ଼ି କହିଲେ, ତାହା ହେଲେ ଶୁଣ ।
or
indictts_or_male
6.532
indictts_iitm
neutral
null
null
null
null
audio/or/indictts_or_male_train_odiamale_05557.wav
ତୁ ମୋତେ ଯେଉଁ ସୁବର୍ଣ୍ଣ ଫୁଲ ବିଷୟରେ ପ୍ରଶ୍ନ କରିଥିଲୁ ସେହି ଫୁଲର ମହାତ୍ମ୍ୟ କଥା ଏବେ ତୋତେ କହୁଛି ।
or
indictts_or_male
6.742
indictts_iitm
neutral
null
null
null
null
audio/or/indictts_or_male_train_odiamale_05558.wav
ପ୍ରାଚୀନ କାଳର କଥା, ଏଠାରେ ଜଣେ ଦୟାଳୁ ତଥା ଧାର୍ମିକ ରାଜା ରାଜତ୍ୱ କରୁଥିଲେ ।
or
indictts_or_male
6.28
indictts_iitm
neutral
null
null
null
null
audio/or/indictts_or_male_train_odiamale_05559.wav
ବୀରପଣରେ ତାଙ୍କ ସମସାମୟିକ ବୀର ମଧ୍ୟ ଏଠାରେ କେହି ନଥିଲେ ।
or
indictts_or_male
4.561
indictts_iitm
neutral
null
null
null
null
audio/or/indictts_or_male_train_odiamale_05560.wav
ରାଜା ଛଅଗୋଟି ରାଣୀଙ୍କୁ ବିବାହ କଲେ, ହେଲେ କାହାରି କୋଳକୁ ସନ୍ତାନଟିଏ ଆସିଲା ନାହିଁ ।
or
indictts_or_male
6.015
indictts_iitm
neutral
null
null
null
null
audio/or/indictts_or_male_train_odiamale_05561.wav
ରାଜାଙ୍କର ମନୋବାଞ୍ଛା ପୂରଣ ହେଲା ନାହିଁ ।
or
indictts_or_male
2.99
indictts_iitm
neutral
null
null
null
null
audio/or/indictts_or_male_train_odiamale_05562.wav
ରାଜା ନାନା ପ୍ରକାର ଯଜ୍ଞାନୁଷ୍ଠାନ କରାଇଲେ, ହେଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ।
or
indictts_or_male
6.298
indictts_iitm
neutral
null
null
null
null
audio/or/indictts_or_male_train_odiamale_05563.wav
ଶେଷରେ ରାଜା କୌଣସି ଜଣେ ପଣ୍ଡିତଙ୍କଠାରୁ ଆଦେଶ ପାଇ ଜଗତର କଲ୍ୟାଣ କାରିଣୀ ଦଶଭୁଜାଙ୍କର ପୂଜାନୁଷ୍ଠାନ ଆରମ୍ଭ କଲେ ।
or
indictts_or_male
8.676
indictts_iitm
neutral
null
null
null
null
audio/or/indictts_or_male_train_odiamale_05564.wav
ରାଜା ନିଜ ରାଜ୍ୟର ବହୁ ବିଦ୍ୱାନ ପଣ୍ଡିତମାନଙ୍କୁ ଆଣି ରାଜବାଟୀରେ ମାତାଙ୍କର ମୂର୍ତ୍ତି ସ୍ଥାପନା କଲେ ।
or
indictts_or_male
6.993
indictts_iitm
neutral
null
null
null
null
audio/or/indictts_or_male_train_odiamale_05565.wav
ଷୋଡ଼ଶ ଉପଚାରରେ ପୂଜା କରାଇ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରିବାରୁ ରାଜାଙ୍କୁ ସ୍ଵପ୍ନାଦେଶ ହେଲା ।
or
indictts_or_male
6.887
indictts_iitm
neutral
null
null
null
null
audio/or/indictts_or_male_train_odiamale_05566.wav
ତୁମ ପଡ଼ୋଶୀ ରାଜ୍ୟ କନକପୁରରେ ଥିବା ପଦ୍ମାବତୀ ନାମ୍ନୀ କନ୍ୟାକୁ ଆଣି ବିବାହ କର ।
or
indictts_or_male
5.851
indictts_iitm
neutral
null
null
null
null
audio/or/indictts_or_male_train_odiamale_05567.wav
ସେ କନ୍ୟା ମଧ୍ୟ ତୁମକୁ ବିବାହ କରିବା ନିମନ୍ତେ ଅପେକ୍ଷା କରିଅଛି ।
or
indictts_or_male
4.95
indictts_iitm
neutral
null
null
null
null
audio/or/indictts_or_male_train_odiamale_05568.wav
ଆଉ ମଧ୍ୟ ମନେ ରଖିବ ଯେ ତୁମର ପୂର୍ବ ଛଅରାଣୀଙ୍କର କୌଣସି ସନ୍ତାନ ହେବେ ନାହିଁ ।
or
indictts_or_male
6.001
indictts_iitm
neutral
null
null
null
null
audio/or/indictts_or_male_train_odiamale_05569.wav
ରାଜା ଜାଣି ପାରିଲେ ସେହି ପଦ୍ମାବତୀ ଆଉ କେହି ନୁହଁନ୍ତି, ସେ ଜଗତ ଜନନୀ ଦୁର୍ଗାଙ୍କର ମାନସୀ କନ୍ୟା ।
or
indictts_or_male
7.058
indictts_iitm
neutral
null
null
null
null
audio/or/indictts_or_male_train_odiamale_05570.wav
ତାଙ୍କୁ ବିବାହ କଲେ ନିଶ୍ଚୟ ମୋ କୋଳକୁ ସନ୍ତାନଟିଏ ଆସିବ ।
or
indictts_or_male
4.38
indictts_iitm
neutral
null
null
null
null
audio/or/indictts_or_male_train_odiamale_05571.wav
ମାଆ ମଧ୍ୟ ସୂଚାଇ ଦେଇଛନ୍ତି ଯେ ତାଙ୍କୁ ସନ୍ତାନଟିଏ ଦେବା ପରେ ପଦ୍ମାବତୀଙ୍କର ମୃତ୍ୟୁ ହୋଇଯିବ ।
or
indictts_or_male
6.565
indictts_iitm
neutral
null
null
null
null
audio/or/indictts_or_male_train_odiamale_05572.wav
ରାଜା କିନ୍ତୁ ସେ ସମୟରେ ସନ୍ତାନଟିଏ ପାଇବା ନିମନ୍ତେ ବ୍ୟାକୁଳ ପ୍ରାୟ ।
or
indictts_or_male
5.005
indictts_iitm
neutral
null
null
null
null
audio/or/indictts_or_male_train_odiamale_05573.wav
ପଦ୍ମାବତୀଙ୍କ ସନ୍ଧାନ ପାଇବା ପରେ ନିଜ ରାଜ୍ୟର ସୈନ୍ୟସାମନ୍ତମାନଙ୍କୁ ଧରି ରାଜା କନକପୁରକୁ ଯାତ୍ରାକଲେ ।
or
indictts_or_male
7.605
indictts_iitm
neutral
null
null
null
null
audio/or/indictts_or_male_train_odiamale_05574.wav
ସେ ଜଣେ ରାଜ ସେବିକାଙ୍କ ଦ୍ୱାରା ପଦ୍ମାବତୀଙ୍କ ପାଖକୁ ଏକ ଆଦେଶ ପଠାଇଲେ ।
or
indictts_or_male
5.451
indictts_iitm
neutral
null
null
null
null
audio/or/indictts_or_male_train_odiamale_05575.wav
ରାଜାଙ୍କର ସମ୍ବାଦ ପାଇବା ବେଳକୁ ପଦ୍ମାବତୀ ନିଜର ବ୍ରତ ଉପାସନାରେ ଥିଲେ ।
or
indictts_or_male
5.721
indictts_iitm
neutral
null
null
null
null
audio/or/indictts_or_male_train_odiamale_05576.wav
ସେହିଦିନ ହିଁ ବ୍ରତ ଉଦଯାପନ କଲେ, ଏବଂ ପିତାଙ୍କୁ ବ୍ରତ ଉଦଯାପନ କରିଥିବା କଥା ଜଣାଇ ଦେଲେ ।
or
indictts_or_male
6.992
indictts_iitm
neutral
null
null
null
null
audio/or/indictts_or_male_train_odiamale_05577.wav
କନ୍ୟାର ବ୍ରତ ସମାପ୍ତ ହେବା ଜାଣି ପଦ୍ମାବତୀଙ୍କ ପିତା ଖୁବ୍ ଆନନ୍ଦିତ ହେଲେ ।
or
indictts_or_male
5.383
indictts_iitm
neutral
null
null
null
null
audio/or/indictts_or_male_train_odiamale_05578.wav
କନ୍ୟା ପଦ୍ମାବତୀଙ୍କୁ ବିପୁଳ ଧନରତ୍ନ ଦେଇ ରାଜାଙ୍କ ସହିତ ମହା ଆଡ଼ମ୍ବରରେ ବିଭା କରିଦେଲେ ।
or
indictts_or_male
6.427
indictts_iitm
neutral
null
null
null
null
audio/or/indictts_or_male_train_odiamale_05579.wav
ବିବାହ ସମ୍ପନ୍ନ କରି ରାଜା ପଦ୍ମାବତୀଙ୍କୁ ସାଙ୍ଗରେ ଘେନି ନିଜ ରାଜବାଟୀକୁ ଫେରି ଆସିଲେ ।
or
indictts_or_male
5.819
indictts_iitm
neutral
null
null
null
null
audio/or/indictts_or_male_train_odiamale_05580.wav
ପଦ୍ମାବତୀ ଆସିବାର କିଛି ଦିନ ପରେ ରାଜବାଟୀରେ ନାନା ପ୍ରକାର ବିଚିତ୍ର ଘଟଣା ସବୁ ଘଟିବାକୁ ଲାଗିଲା ।
or
indictts_or_male
7.075
indictts_iitm
neutral
null
null
null
null
audio/or/indictts_or_male_train_odiamale_05581.wav
ରାଜ୍ୟ ସାରା ଖୋଜି ଆସିଲେ ଗୋଟିଏ କେହି ଦରିଦ୍ର ପ୍ରଜା ମିଳିଲେ ନାହିଁ ।
or
indictts_or_male
5
indictts_iitm
neutral
null
null
null
null
audio/or/indictts_or_male_train_odiamale_05582.wav
ଯେତେ ପଡ଼ୋଶୀ ଶତ୍ରୁ ଥିଲେ ସମସ୍ତେ ପଦ୍ମାବତୀଙ୍କର ତନ୍ତ୍ର ବଳରେ ପରାସ୍ତ ହୋଇ ରାଜାଙ୍କର ଶରଣ ପଶିଲେ ।
or
indictts_or_male
7.144
indictts_iitm
neutral
null
null
null
null
audio/or/indictts_or_male_train_odiamale_05583.wav
ଏହା ପରେ ରାଣୀ ପଦ୍ମାବତୀ ଆନନ୍ଦର ସହିତ ରାଣୀ ଉଦ୍ୟାନରେ ଭ୍ରମଣ କରିବାକୁ ଲାଗିଲେ ।
or
indictts_or_male
6.114
indictts_iitm
neutral
null
null
null
null
audio/or/indictts_or_male_train_odiamale_05584.wav
ଏହିପରି କିଛିଦିନ ଅତିବାହିତ ହୋଇ ଯାଆନ୍ତେ ରାଣୀ ପଦ୍ମାବତୀ ଗର୍ଭବାସରେ ରହିଲେ ।
or
indictts_or_male
5.766
indictts_iitm
neutral
null
null
null
null
audio/or/indictts_or_male_train_odiamale_05585.wav
ଏହା ଜାଣିବା ପରେ ରାଜାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ ।
or
indictts_or_male
4.785
indictts_iitm
neutral
null
null
null
null
audio/or/indictts_or_male_train_odiamale_05586.wav
ରାଣୀଙ୍କର ଗର୍ଭବାସ କଥା ଜାଣିବା ଦିନଠାରୁ ରାଜା ରାଜ୍ୟରେ ନାନା ପ୍ରକାର ଉତ୍ସବମାନ କରାଇଲେ ।
or
indictts_or_male
7.04
indictts_iitm
neutral
null
null
null
null
audio/or/indictts_or_male_train_odiamale_05587.wav
ଏହାପରେ ପଦ୍ମାବତୀଙ୍କ କୋଳକୁ ସୁନ୍ଦର ସନ୍ତାନଟିଏ ଆସିଲା, ପଦ୍ମାବତୀ ରାଜାଙ୍କ ନିମନ୍ତେ ଖୁବ୍ ପ୍ରିୟ ହୋଇ ପଡ଼ିଲେ ।
or
indictts_or_male
8.011
indictts_iitm
neutral
null
null
null
null
audio/or/indictts_or_male_train_odiamale_05588.wav
ତାହା ଦେଖି ଅନ୍ୟ ଛଅରାଣୀଯାକ ପଦ୍ମାବତୀଙ୍କୁ ସହ୍ୟ କରିପାରିଲେ ନାହିଁ ଏବଂ ଈର୍ଷାରେ ଜଳିବାକୁ ଲାଗିଲେ ।
or
indictts_or_male
7.628
indictts_iitm
neutral
null
null
null
null
audio/or/indictts_or_male_train_odiamale_05589.wav
ରାଣୀ ପଦ୍ମାବତୀଙ୍କର କିପରି ମୃତ୍ୟୁ ହେବ ସେହି ଚିନ୍ତାରେ ରାଣୀମାନେ ମିଶି ଉପାୟ ଚିନ୍ତାକଲେ ।
or
indictts_or_male
7.01
indictts_iitm
neutral
null
null
null
null
audio/or/indictts_or_male_train_odiamale_05590.wav
ରାଣୀ ପଦ୍ମାବତୀ ତ’ ତନ୍ତ୍ର ବିଦ୍ୟାରେ ପୋଖତ, ତାଙ୍କୁ ସହଜରେ ମାରିବା ବହୁତ କଷ୍ଟକର ।
or
indictts_or_male
6.139
indictts_iitm
neutral
null
null
null
null
audio/or/indictts_or_male_train_odiamale_05591.wav
ରାଣୀମାନେ ଏପରି ଚିନ୍ତା କରୁଥିବାବେଳେ ରାଜା ହଠାତ୍ ଅନ୍ୟ ରାଜ୍ୟକୁ ପର୍ଯ୍ୟଟନରେ ବାହାରି ଗଲେ ।
or
indictts_or_male
6.498
indictts_iitm
neutral
null
null
null
null
audio/or/indictts_or_male_train_odiamale_05592.wav
କିପରି ପଦ୍ମାବତୀର ମୃତ୍ୟୁ ହେବ ସେଥିଲାଗି ଷଡ଼ଯନ୍ତ୍ର କରିବାକୁ ଆରମ୍ଭ କଲେ ।
or
indictts_or_male
5.309
indictts_iitm
neutral
null
null
null
null
audio/or/indictts_or_male_train_odiamale_05593.wav
ଗୋପନରେ ତାଙ୍କୁ ମାରି ଦେବା ପାଇଁ ଆପଣାର ଭାବ ଦେଖାଇ ମିଶିବାକୁ ଆରମ୍ଭ କଲେ ।
or
indictts_or_male
5.527
indictts_iitm
neutral
null
null
null
null
audio/or/indictts_or_male_train_odiamale_05594.wav
ଯିଏ ଯେତେବେଳେ ସମୟ ପାଇଲେ ପଦ୍ମାବତୀଙ୍କୁ ପ୍ରଶଂସା କଲେ ଓ ସବୁ ଗୋପନ କଥାକୁ ଜାଣିବାକୁ ଚେଷ୍ଟା କଲେ ।
or
indictts_or_male
7.499
indictts_iitm
neutral
null
null
null
null
audio/or/indictts_or_male_train_odiamale_05595.wav
ଦିନେ କହିଲେ ତୋରି ପାଇଁ ଆମ୍ଭମାନଙ୍କର ଦୁଃଖ ଗଲା, ଆମେ ତ’ ସନ୍ତାନବତୀ ହୋଇପାରିଲୁ ନାହିଁ କିମ୍ବା ସେ କଥା ଆମର ଭାଗ୍ୟରେ ନଥିଲା ।
or
indictts_or_male
9.006
indictts_iitm
neutral
null
null
null
null
audio/or/indictts_or_male_train_odiamale_05596.wav
ହେଲେ ରାଜାଙ୍କ ମନରେ ସନ୍ତାନ ପାଇବାର ସନ୍ତାପକୁ ଆମ ଦ୍ୱାରା ଦୂରେଇବା ଅସମ୍ଭବ ହେଲା ।
or
indictts_or_male
6.092
indictts_iitm
neutral
null
null
null
null
audio/or/indictts_or_male_train_odiamale_05597.wav
ସବୁ ଦିନ ରାଜା ଦାରୁଣ ଦୁଃଖରେ କଷ୍ଟ ପାଆନ୍ତି।
or
indictts_or_male
3.502
indictts_iitm
neutral
null
null
null
null
audio/or/indictts_or_male_train_odiamale_05598.wav
ତୋର ମୁଣ୍ଡ କାହିଁକି ଘୂରୁଛି ? ଯା, ଅନ୍ଧାର ହେଲାଣି, ଡିବିରି ଧରାଇ ରନ୍ଧାବଢ଼ା କର ।
or
indictts_or_male
6.761
indictts_iitm
neutral
null
null
null
null
audio/or/indictts_or_male_train_odiamale_05599.wav
ଶିବା ଆସିଲେ ଖାଇବାକୁ ମାଗିବ ।
or
indictts_or_male
3.064
indictts_iitm
neutral
null
null
null
null
audio/or/indictts_or_male_train_odiamale_05600.wav
ମୋତେ ଟାକିଥିବୁ, ମୁଁ ଯାଇ ସଙ୍ଗେ ସଙ୍ଗେ ଚାଲି ଆସିବି, ରଇବାରୀ ଅଗତ୍ୟା ଚୁପ୍ ରହିଲା ।
or
indictts_or_male
7.99
indictts_iitm
neutral
null
null
null
null
audio/or/indictts_or_male_train_odiamale_05601.wav
ରାଘବ ବଡ଼ ବଡ଼ ପାହୁଣ୍ଡ ପକାଇ ସେଠାରୁ ଚାଲିଗଲା ।
or
indictts_or_male
4.714
indictts_iitm
neutral
null
null
null
null
audio/or/indictts_or_male_train_odiamale_05602.wav
ସରପଞ୍ଚ ସୁଦର୍ଶନ, ସଭାରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଚାହିଁ କହିଲେ, ରାଘବ ଯେଉଁ ଦୋଷ କରିଛି ତା’ର କି ଦଣ୍ଡ ହେବ, ଆପଣମାନେ ପ୍ରସ୍ତାବ ଦିଅନ୍ତୁ ।
or
indictts_or_male
12.487
indictts_iitm
neutral
null
null
null
null
audio/or/indictts_or_male_train_odiamale_05603.wav
ମନ୍ଦିରକୁ ଲାଗି ବୈଠକ ପାଇଁ ଉଦ୍ଦିଷ୍ଟ ବେଦୀ ଉପରେ ଦେବତାମାନେ ବସିଥିଲେ ।
or
indictts_or_male
6.312
indictts_iitm
neutral
null
null
null
null
audio/or/indictts_or_male_train_odiamale_05604.wav
ଦଶପନ୍ଦର ଜଣ ବୃଦ୍ଧ ଓ ପ୍ରୌଢ଼ ବସି ଭାଙ୍ଗ, ବିଡ଼ିର ସଦ୍‌ବ୍ୟବହାରରେ ବ୍ୟସ୍ତ ଥିଲେ ।
or
indictts_or_male
7.678
indictts_iitm
neutral
null
null
null
null
audio/or/indictts_or_male_train_odiamale_05605.wav
ବେଦୀକୁ ପାଞ୍ଚ ଛ’ ହାତ ଖଣ୍ଡେ ଛାଡ଼ି ଚାରିଜଣ ବ୍ୟକ୍ତି ଠିଆ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ରାଘବ ଜଣେ ।
or
indictts_or_male
9.327
indictts_iitm
neutral
null
null
null
null
audio/or/indictts_or_male_train_odiamale_05606.wav
ବୟୋଜ୍ୟେଷ୍ଠ ବୃଦ୍ଧ ଜଣେ ପ୍ରସାଦକୁ ଦୁଇଚାରି ଢ଼ୋକ ପାକସ୍ଥଳୀ ଭିତରକୁ ପଠାଇଦେଇ ନିଦୁଆ ସ୍ୱରରେ ପଚାରିଲେ, ରାଘବର ଦୋଷଟା କ’ଣ ?
or
indictts_or_male
10.814
indictts_iitm
neutral
null
null
null
null
audio/or/indictts_or_male_train_odiamale_05607.wav
ଆଉ ଜଣେ ବୃଦ୍ଧ ଉତ୍ତର ଦେଲେ, ରାଘବ ମହାପାପ କରିଛି ।
or
indictts_or_male
4.982
indictts_iitm
neutral
null
null
null
null
audio/or/indictts_or_male_train_odiamale_05608.wav
କଥାଟା ପରିଷ୍କାର କରି କହିଲେ ସିନା ତା’କୁ କି ଦଣ୍ଡ ଦେବା, ଚିନ୍ତା କରିବା ।
or
indictts_or_male
5.756
indictts_iitm
neutral
null
null
null
null
audio/or/indictts_or_male_train_odiamale_05609.wav
ସେଇ ବୃଦ୍ଧ ପୁଣି ସାମାନ୍ୟ ବିରକ୍ତି ପ୍ରକାଶ କରି ପଚାରିଲେ, କଥାଟା କ’ଣ ନକହି ଖାଲି ମହାପାପ କରିଛି ବୋଲି କ’ଣ କହୁଛ ?
or
indictts_or_male
10.469
indictts_iitm
neutral
null
null
null
null
audio/or/indictts_or_male_train_odiamale_05610.wav
କଥାଟା ଜାଣିଲେ ସିନା ଶାସ୍ତ୍ର ଅନୁସାରେ କେଉଁ ଦୋଷ ଭିତରେ ତାହା ଯିବ ଓ କେଉଁ ଦଣ୍ଡ ହେବ, ତାହା ପଟାପଟ କହିଦେବି ।
or
indictts_or_male
9.603
indictts_iitm
neutral
null
null
null
null
audio/or/indictts_or_male_train_odiamale_05611.wav
ବୃଦ୍ଧଙ୍କର କଥାରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେ ତାଙ୍କର ପାଣ୍ଡିତ୍ୟ ପ୍ରଦର୍ଶନ କରିବାକୁ ବ୍ୟସ୍ତ ହୋଇ ଉଠୁଛନ୍ତି ।
or
indictts_or_male
8.969
indictts_iitm
neutral
null
null
null
null
audio/or/indictts_or_male_train_odiamale_05612.wav
ସରପଞ୍ଚଙ୍କ ପାଖରେ ବସିଥିବା ଜଣେ ପ୍ରୌଢ଼ ବ୍ୟକ୍ତି ଥରେ ରାଘବକୁ ତୀବ୍ର ଦୃଷ୍ଟିରେ ଦେଖିନେଇ କହିଲେ, ଆଜି ସକାଳୁ ଏଇ ରାଘବ ତାଙ୍କ ଜମିରେ କାମ କରୁଥିଲା ।
or
indictts_or_male
12.928
indictts_iitm
neutral
null
null
null
null
audio/or/indictts_or_male_train_odiamale_05613.wav
ଦ୍ୱିପ୍ରହରରେ ସରପଞ୍ଚଙ୍କ ବଡ଼ବୋହୂ କ’ଣ ଦରକାର ହେବାରୁ ପୋଖରୀକୁ ଯାଇଥିଲେ ।
or
indictts_or_male
6.913
indictts_iitm
neutral
null
null
null
null
audio/or/indictts_or_male_train_odiamale_05614.wav
ତାଙ୍କୁ ଦେଖି ମଧ୍ୟ ଇୟେ ବାଟରୁ ଉଠିଲା ନାହିଁ ।
or
indictts_or_male
4.123
indictts_iitm
neutral
null
null
null
null
audio/or/indictts_or_male_train_odiamale_05615.wav
ଯଦିଓ ତାଙ୍କର ବୟସ ସତାଅଶୀରୁ ଅଧିକ ହୋଇ ଯାଇଥିଲା, ତଥାପି ସେ ବେଶ୍ ଆଡ଼ମ୍ବରରେ ଥିଲେ ।
or
indictts_or_male
8.195
indictts_iitm
neutral
null
null
null
null
audio/or/indictts_or_male_train_odiamale_05616.wav
ସେ ବିନା ସାହାରାରେ ଗାଁ ଯାକ ଘୂରି ବୁଲି ପାରୁଥିଲେ ।
or
indictts_or_male
4.943
indictts_iitm
neutral
null
null
null
null
audio/or/indictts_or_male_train_odiamale_05617.wav
ଅଲେଖ ବାବାଙ୍କ ମଠରେ ରାତି ହେଲେ ପୁରାଣ ପଢ଼ି ପାରୁଥିଲେ ।
or
indictts_or_male
4.784
indictts_iitm
neutral
null
null
null
null
audio/or/indictts_or_male_train_odiamale_05618.wav
ପ୍ରତି ମାସ ବଜାର ଯାଇ ପରିବାପତ୍ର କିଣି ପାରୁଥିଲେ ।
or
indictts_or_male
4.566
indictts_iitm
neutral
null
null
null
null
audio/or/indictts_or_male_train_odiamale_05619.wav
କାଲି ରାତି ସାଢ଼େ ନ’ଟା ଯାଏଁ ବଡ଼ମାମୁ, ସାନମାମୁ, କମଳାମାମୁଙ୍କ ସହ ଅଜା, ଜମିଜମା ମାମଲାରେ କିସ ସବୁ ବକର ବକର ହେଉଥିଲେ ।
or
indictts_or_male
11.044
indictts_iitm
neutral
null
null
null
null
audio/or/indictts_or_male_train_odiamale_05620.wav
ବେଳେବେଳେ ଅଜା ରାଗିଯାଇ ବଡ଼ ପାଟି ବି କରୁଥିଲେ ।
or
indictts_or_male
4.784
indictts_iitm
neutral
null
null
null
null
audio/or/indictts_or_male_train_odiamale_05621.wav
ରାତି ଦଶଟାରୁ ସାମାନ୍ୟ ଅଧିକ, ଅଜା ରାଗିଯାଇ ଉଠି ଆସିଲେ ସେଠୁ ।
or
indictts_or_male
5.769
indictts_iitm
neutral
null
null
null
null
audio/or/indictts_or_male_train_odiamale_05622.wav
ମଝିଆ ମାଇଁ ଚାରିପଟ ରୁଟି, କ୍ଷୀର, ସନ୍ତୁଳା, ଓ ପାଣି ଆଣି ଥୋଇ ଦେଲେ ତାଙ୍କଠିଁ ।
or
indictts_or_male
6.932
indictts_iitm
neutral
null
null
null
null
audio/or/indictts_or_male_train_odiamale_05623.wav
ସେ ଭଲକରି ଖାଇସାରି ବିଛଣାକୁ ଗଲା ବେଳକୁ ଛାତିଟା ଜଳୁଥିବାର ଅନୁଭବ କଲେ ।
or
indictts_or_male
7.263
indictts_iitm
neutral
null
null
null
null
audio/or/indictts_or_male_train_odiamale_05624.wav
ମାଇଁ ବଡ଼ମାମୁଙ୍କୁ କହିଲେ, ବଚୁକୁ ଗାଡ଼ିରେ ରସାଳପୁର ପଠେଇ ଦିଅ ।
or
indictts_or_male
6.404
indictts_iitm
neutral
null
null
null
null
audio/or/indictts_or_male_train_odiamale_05625.wav
ଡାକ୍ତରବାବୁ ଶୋଇ ନଥିବେ, ତାଙ୍କୁ ଗାଡ଼ିରେ ବସାଇ ଘେନି ଆସିବ ।
or
indictts_or_male
5.928
indictts_iitm
neutral
null
null
null
null
audio/or/indictts_or_male_train_odiamale_05626.wav
ଅଜା କିନ୍ତୁ ବାରଣ କଲେ, କହିଲେ ତୁମେମାନେ ଏତେ ବ୍ୟସ୍ତ ହୁଅନାହିଁ ମୋର କିଛି ହୋଇନି ।
or
indictts_or_male
7.23
indictts_iitm
neutral
null
null
null
null
audio/or/indictts_or_male_train_odiamale_05627.wav
ଅଜା ଟିକେ ଶୋଇ ପଡ଼ିଲାରୁ ମାଇଁ ମଶାରୀଟା ଟାଙ୍ଗିଦେଇ ଉଠିଗଲେ ।
or
indictts_or_male
5.756
indictts_iitm
neutral
null
null
null
null
audio/or/indictts_or_male_train_odiamale_05628.wav
ଆଈ ଓ ଚାରିଟା ଛୁଆ ତାଙ୍କ ଗୋଡ଼ ପାଖକୁ ମଶାରୀ ଖାଞ୍ଚି ଶୋଇଥିଲେ ।
or
indictts_or_male
5.709
indictts_iitm
neutral
null
null
null
null
audio/or/indictts_or_male_train_odiamale_05629.wav
ଡିବିରୀଟା ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା, ଅବଶ୍ୟ ମାମୁ ଘରେ ଇଲେକ୍ଟ୍ରି ଲାଇଟ୍ ଅଛି ।
or
indictts_or_male
6.941
indictts_iitm
neutral
null
null
null
null
audio/or/indictts_or_male_train_odiamale_05630.wav
କିନ୍ତୁ ରାତିରେ ତାଙ୍କର କ’ଣ ହେଲା କେହି ବି ଜାଣିପାରିଲେ ନାହିଁ ।
or
indictts_or_male
5.095
indictts_iitm
neutral
null
null
null
null
audio/or/indictts_or_male_train_odiamale_05631.wav
ଆଖିଗୁଡ଼ା ଢେମା ଢେମା ହୋଇ ବାହାରି ପଡ଼ିଛି, ସର୍ବାଙ୍ଗ ଫୁଲିଗଲାଣି ।
or
indictts_or_male
5.332
indictts_iitm
neutral
null
null
null
null
audio/or/indictts_or_male_train_odiamale_05632.wav
ଗୋଡ଼ଆଡ଼େ ପିମ୍ପୁଡ଼ି ସାଲୁବାଲୁ ପ୍ରାୟ ରାତି ଅଢ଼େଇଟା କି ତିନିଟାରୁ ଅଜା ଚାଲିଗଲେଣି ବୋଲି ଜଣା ପଡ଼ୁଥିଲା ।
or
indictts_or_male
8.29
indictts_iitm
neutral
null
null
null
null
audio/or/indictts_or_male_train_odiamale_05633.wav
ବଡ଼ ମାଇଁ ତତ୍‌କ୍ଷଣାତ୍ ଅଜାଙ୍କ ଗୁଣ ସୁମରି ବାହୁନିବା ଆରମ୍ଭ କରିଦେଲେ ।
or
indictts_or_male
6.13
indictts_iitm
neutral
null
null
null
null
audio/or/indictts_or_male_train_odiamale_05634.wav
ତାଙ୍କ ବାହୁନାରେ ଆଈ, ଅନ୍ୟ ମାମୁ ମାଇଁ ଓ ପିଲାମାନେ ଉଠି ଦେଖିଲା ବେଳକୁ ସବୁ ଶେଷ ।
or
indictts_or_male
7.326
indictts_iitm
neutral
null
null
null
null
audio/or/indictts_or_male_train_odiamale_05635.wav
ସାହିର ଦି’ଜଣ ଅଧବୟସି ଲୋକ ବାଉଁଶ କାଟି ଛଅ ଖଣ୍ଡିଆ ପ୍ରସ୍ତୁତ କରି ସାରିଥିଲେ ଅଜାଙ୍କ ଶେଷଯାତ୍ରା ପାଇଁ ।
or
indictts_or_male
9.722
indictts_iitm
neutral
null
null
null
null
audio/or/indictts_or_male_train_odiamale_05636.wav
ବଡ଼ମାଇଁ ମାମୁଙ୍କୁ କହୁଥିଲେ, ଅଜା ଶୋଉଥିବା ପଲଙ୍କଟା କୋକେଇ ସହ ଦେଇ ଦେବାକୁ ।
or
indictts_or_male
7.065
indictts_iitm
neutral
null
null
null
null
audio/or/indictts_or_male_train_odiamale_05637.wav
ମାମୁ ଥ’ ମ’ ହେଉଥିଲେ, କିନ୍ତୁ କମଳା ମାମୁ ସେଠି ପହଞ୍ଚି କହିଲେ, କ’ଣ ପଲଙ୍କଟା କୋକେଇରେ ଦେଇଦେଲେ ବାପା ସ୍ୱର୍ଗକୁ ଚାଲିଯିବେ ।
or
indictts_or_male
10.339
indictts_iitm
neutral
null
null
null
null
audio/or/indictts_or_male_train_odiamale_05638.wav
ଏଥିରେ ଲାଭ କ’ଣ ହେବ ? ବାପା ବଞ୍ଚିଛନ୍ତି ଯେ, ସେ ଆଉ ସେଥିରେ ଶୋଇବେ ।
or
indictts_or_male
5.987
indictts_iitm
neutral
null
null
null
null
audio/or/indictts_or_male_train_odiamale_05639.wav
କମଳା ମାମୁ କହିଲେ, ଭାଇ ! ପୋଡ଼ି ଦେବାକୁ ଚାହିଁଲେ ସବୁ ପୋଡ଼ି ଦେଇ ହେବ ।
or
indictts_or_male
5.662
indictts_iitm
neutral
null
null
null
null
audio/or/indictts_or_male_train_odiamale_05640.wav
କିନ୍ତୁ ସେ କାଠର ଦାମ କଥା ଚିନ୍ତା କରୁଛ ତ’ ? ଶିଶୁ କାଠରେ ତିଆରି ? ଚାରି ପାଞ୍ଚ ହଜାର ଟଙ୍କା ହେବ ।
or
indictts_or_male
8.136
indictts_iitm
neutral
null
null
null
null
audio/or/indictts_or_male_train_odiamale_05641.wav
ବଡ଼ ମାମୁ ମାଇଁଙ୍କୁ ଅନାଇଲେ, ମାଇଁ ତମ ତମ ହୋଇ ଘର ଭିତରକୁ ପଶିଗଲେ ।
or
indictts_or_male
6.252
indictts_iitm
neutral
null
null
null
null
audio/or/indictts_or_male_train_odiamale_05642.wav
କଳାହାଣ୍ଡିଆ ମେଘଟା ପଶ୍ଚିମ ଆକାଶରୁ ମାଡ଼ି ଆସି ଆକାଶଟା ବୁଜି ଯାଇଥିଲା ଓ ବିଜୁଳି ଘଡ଼ଘଡ଼ି ଶୁଭୁଥିଲା ।
or
indictts_or_male
9.326
indictts_iitm
neutral
null
null
null
null
audio/or/indictts_or_male_train_odiamale_05643.wav
ମଡ଼ା ଏଯାଏଁ ରଖିବା କଥା ନୁହେଁ, ବାସି ମଡ଼ା, ହେଲେ ସୁର ମାମୁ ଏଯାଏଁ ପହଞ୍ଚିଲେ ନାହିଁ ।
or
indictts_or_male
7.105
indictts_iitm
neutral
null
null
null
null
audio/or/indictts_or_male_train_odiamale_05644.wav
ଅଜାଙ୍କୁ ନୂଆ ଲୁଗା ପିନ୍ଧାଇ ଦିଆଗଲାଣି, ଖଇ, ପଇସା ବନ୍ଧା ହେଇଅଛି ରାସ୍ତାରେ ପକାଇବାକୁ ।
or
indictts_or_male
7.921
indictts_iitm
neutral
null
null
null
null
audio/or/indictts_or_male_train_odiamale_05645.wav
କୀର୍ତ୍ତନ ଦଳ ରେଡ଼ି, କେମେରା ବାଲାଙ୍କୁ ବଚୁ ଯାଇ ଘେନି ଆସିଛି ।
or
indictts_or_male
5.106
indictts_iitm
neutral
null
null
null
null
audio/or/indictts_or_male_train_odiamale_05646.wav
ବାପି ବି ବନ୍ଧୁ ବାନ୍ଧବଙ୍କୁ ଖବର ଦେଇ ଫେରି ଆସିଲାଣି ।
or
indictts_or_male
4.825
indictts_iitm
neutral
null
null
null
null